ଖାନସାମା Khānasāmā
- ବୈଦେ. ବି (ଫା. ଖାନ୍ସାମା) — ସାହେବ ଓ ମୁସଲ୍ମାନ୍ ଭଦ୍ରଲୋକଙ୍କ ଗୃହର ଯାବତୀୟ ପଦାର୍ଥ ରକ୍ଷକ ଭୃତ୍ୟ ବା ସରଦାର — A household servant; a butler of a European or Mahomedan gentleman
- ବୈଦେ. ବି (ଫା. ଖାନ୍ସାମା) — ରନ୍ଧନାଗାରର ପରିଦର୍ଶକ ଭୃତ୍ୟ — 2. The servant superintending the cook- room; head cook
- ବୈଦେ. ବି (ଫା. ଖାନ୍ସାମା) — ବକସିସ୍ ଦେଇ ଚପରାଶି ଖାନସାମାଙ୍କ ଗୋଡ଼ ହାତ ଧରିବାକୁ ନାହିଁ। ଫକୀରମୋହନ. ଛମାଣଆଠଗୁଣ୍ଠ।
- ବୈଦେ. ବି (ଫା. ଖାନ୍ସାମା) — ଗାର୍ହସ୍ଥ୍ୟ ଖାଦ୍ୟଭଣ୍ଡାରର ଅଧିକାରୀ — Domestic store-keeper; steward