ଖାଦତାଚମତା Khādatāchamatā

  • ସଂ. ବି (ଖାଦତ=ତୁମ୍ଭେମାନେ ଖାଉଥାଅ+ଆଚମତ =ଆଞ୍ଚୋଉଥାଅ+ଆ) — ଉପର୍ଯ୍ୟୁପରି କେବଳ ଖାଇବା ଓ ଆଞ୍ଚୋଇବା ଅବସ୍ଥା — The state of eating and washing the face repeatedly