ଖାତାବାକି Khātābāki

  • ଦେ. ବି — କୌଣସି ବ୍ଯକ୍ତିଠାରେ ଖାତାରେ ଲେଖାଥିବା ବଏପଏଠ ବା ଜମାଖରଚ ହିସାବ ହେବା ପରେ ଯାହା ବାକି ଗଡ଼େ — Amount shown as outstanding due from a person after adjustment of his transactions and payments