ଖାତା ଦୋରସ୍ତ Khātā dorasta

  • ଦେ. ବି — ଖାତାରେ ଆୟ ବ୍ଯୟ ଗଡ଼ାଯିବା କର୍ମ — Squaring of accounts of receipts and disbursements
  • ଦେ. ବି — କାଗଜପତ୍ର ଅନୁସାରେ ସବୁ କାମ ଠିକ ଥିବାର ଦେଖାଯିବା ଅବସ୍ଥା — The state of everything appearing all right on paper