ଖାତା ଦୋରସ୍ତ ରଖିବା Khātā dorasta rakhibā

  • ଦେ. କ୍ରି — ଖାତାପତ୍ରରେ ଆୟବ୍ଯୟର ହିସାବ ଠିକ୍ ମତେ ଲେଖି କୈଫିୟିତ ଗଡ଼ାଇବା — To square up accounts on paper
  • ଦେ. କ୍ରି — କାଗଜପତ୍ରରେ ସବୁ ଠିକ୍ ଥିବାର ଦେଖାଇବା — To show in the papers that everything is all right