ଖାତରପାସ୍ Khātarapās
- ପ୍ରାଦେ. (କଟକ) ବି.—(ଫା. ଖାତିର+ଅନର୍ଥକ ଦ୍ୱିତୀୟ ସହଚର ପାସ୍) — ମର୍ୟ୍ଯାଦା; ସମ୍ମାନ; ଆଦର — Respect
- ପ୍ରାଦେ. (କଟକ) ବି.—(ଫା. ଖାତିର+ଅନର୍ଥକ ଦ୍ୱିତୀୟ ସହଚର ପାସ୍) — ପରେଇ — Regard; attention
- ପ୍ରାଦେ. (କଟକ) ବିଣ — ଯେଉଁ ବ୍ଯକ୍ତି ଅନ୍ୟକୁ ମର୍ୟ୍ଯାଦା ଦେଖାଏ — Respectful