ଖାତର ନଦାରଦ୍ Khātara nadārad

  • ବୈଦେ. ବି. (ଫା. ଖାତିର=ସମ୍ମାନ+ନଦାରଦ୍=ନାହିଁ) — ବେଖାତିର; ଅବହେଳା; ଅବଜ୍ଞା; ଅଯତ୍ନ; ଅଶ୍ରଦ୍ଧା — Disregard; want of regard or respect
  • ବିଣ. — ବେଖାତର — Regardless; careless
  • ବାକ୍ୟ — ଖାତର ବା ସମ୍ମାନ ନାହିଁ — There is no regard or respect
  • ବାକ୍ୟ — (ଯଥା—ମୁଁ ସେଠାକୁ ଗଲି ଯେ ସେଠାରେ ମୋତେ ଖାତର ନଦାରଦ୍।)