ଖାଡ୍ଗିକ Khāḍgika
- ସଂ. ବିଣ. (ଖଡ୍ଗ+ସମ୍ବନ୍ଧ ଓ ବିଦ୍ଯମାନାର୍ଥେ. ଇକ.) — 1 ଖଡ୍ଗସମ୍ବନ୍ଧୀୟ — 1ଖଡ୍ଗସମ୍ବନ୍ଧୀୟ— 1. Relating to a sword
- ସଂ. ବିଣ. (ଖଡ୍ଗ+ସମ୍ବନ୍ଧ ଓ ବିଦ୍ଯମାନାର୍ଥେ. ଇକ.) — ଖଡ୍ଗଧାରୀ; ଖଡ୍ଗଦ୍ୱାରା ସଜ୍ଜିତ (ବ୍ଯକ୍ତି) — Armed with or bearing a sword
- ସଂ. ବି. ପୁଂ — ଖଡ୍ଗଧାରୀ ବ୍ଯକ୍ତି — A swordsman