ଖାଞ୍ଜାଞ୍ଚି Khān̄jān̄chi

  • ବୈଦେ. ବି (ଆ. ଖଜାନ୍ଚୀ) — କୋଷାଧ୍ୟକ୍ଷ; ଧନଭଣ୍ଡାରର ରକ୍ଷକ ବା ଜିମ୍ମାଦାର — Treasurer
  • ବୈଦେ. ବି (ଆ. ଖଜାନ୍ଚୀ) — ଧନାଗାରର ପ୍ରଧାନ କର୍ମଚାରୀ — Head of a Treasury