ଖାଙ୍କେରୀ Khāṅkerī
- ଦେ. ବି. ସ୍ତ୍ରୀ — ଗ୍ରାମ ଦେବତାବିଶେଷ; ଗାଆଁ ଠାକୁରାଣୀ (ଯେ ପାଟି ଆଁ କରି, ପେଟକୁ ଖାଙ୍କି ଓ ଚକ୍ଷୁ କୋଟରଗତ କରି ଉଭା ଥାଆନ୍ତି) — A village Goddess with yawning mouth, sunken eyes and hollow stomach
- ଦେ. ବିଣ. ସ୍ତ୍ରୀ — ଖାଙ୍କର; ବିକଟବଦନା — With frightful face
- ଦେ. ବିଣ. ସ୍ତ୍ରୀ — ଉପବାସକ୍ଳିଷ୍ଟ ହୋଇ ଯାହା ପେଟ ପିଠି ଆଡ଼କୁ ପଶି ଯାଇଥାଏ — Having the belly hollowed empty owing to fasting
- ଦେ. ବିଣ. ସ୍ତ୍ରୀ — ମାତା ଖାଙ୍କେରୀ କି ପୁତ୍ର ଯେ ଭଣ୍ଡାରି କାଖେ ଯାକିଅଛି ଖଲି। ପୀତାମ୍ବର. ନୃସିଂହପୁରାଣ।