ଖାଙ୍କି Khāṅki
- ଦେ. ବି. (ଫା. ଖାକୀ=ଭସ୍ମଲେପିତ; ପାଉଁଶିଆ) — ଖାକି; ବୈରାଗୀବିଶେଷ (ଯେ ଦେହରେ ଭସ୍ମ ବୋଳି ହୁଅନ୍ତି) — 1. A class of ascetics who besmear their bodies with ashes
- ଦେ. ବି. (ଫା. ଖାକୀ=ଭସ୍ମଲେପିତ; ପାଉଁଶିଆ) — ନାଗା ନିର୍ମୋହୀ ଖାଙ୍କି ଯେତେ। ରାମଦାସ. ଦାର୍ଢ଼୍ୟତାଭକ୍ତି।
- ଦେ. ବି. (ଫା. ଖାକୀ=ଭସ୍ମଲେପିତ; ପାଉଁଶିଆ) — ଉପବାସ; ଅନାହାର — Fasting
- ଦେ. ବିଣ. — ଖାଙ୍କା (ଦେଖ) — Khāṅkā (See)