ଖାଙ୍କିବା Khāṅkibā

  • ଦେ. କ୍ରି. — (ଧ୍ୱନ୍ୟନୁକରଣ) ମାଙ୍କଡ଼ ପରି ଖେଙ୍କିବା; ଖିଙ୍କିବା; ଦାନ୍ତ ଦେଖାଇ ଖତାଇହେବା — To chatter and show teeth (like monkeys defying children)
  • ଦେ. କ୍ରି. — (ସଂ. ଶୁଷ୍କ) ପେଟକୁ ଖଙ୍କା କରିବା; ଖଙ୍କାରିବା — To make the belly concave