ଖାଉଟିଆ Khāuṭiā

  • ଦେ. ବିଣ — ଯେ କରଜ ନେଇ ସୁଝେ ନାହିଁ — One who does not pay off debts
  • ଦେ. ବିଣ — ଯେ କୌଣସି ପଣ୍ୟ ବା ଭକ୍ଷ୍ୟ ଦ୍ରବ୍ୟ ନିଜେ ଖାଇବା ନିମନ୍ତେ ଦୋକାନରୁ ବା ମହାଜନଠାରୁ ବ୍ଯୟ କରେ — One who regularly takes victuals from a shop-keeper or trader
  • ଦେ. ବିଣ — ଯେ ବିଶେଷ ପରିମାଣରେ ଖାଏ — Gluttonous; greedy; one who takes a large quantity of food