ଖାଉଁଖାଉଁ Khāuñkhāuñ
- ଦେ. ଅ. (ଧ୍ୱନ୍ୟନୁକରଣ) — (କୁକୁର, ବିଲୁଆ ଆଦି) କାମୁଡ଼ିବା ପାଇଁ କରିବା ଶବ୍ଦ — Snarling sounds uttered for the purpose of biting
- ଦେ. ଅ. (ଧ୍ୱନ୍ୟନୁକରଣ) — କୁକୁର ପରି ଶବ୍ଦ କରି କାମୁଡ଼ିବାକୁ ଗୋଡ଼ାଉଥିବା — Ready to bite by yawning the jaws and uttering short abrupt sound like a dog