ଖାଉଖାଉଁ କରିବା Khāuñkhāuñ karibā
- ଦେ. କ୍ରି — (କୌଣସି ସ୍ଥାନ) ଅତ୍ୟନ୍ତ ନିର୍ଜନ ହେବାରୁ ଉପସ୍ଥିତ ବ୍ଯକ୍ତି ମନରେ ଭୀତିର ଉଦ୍ରେକ କରିବା — (a place) To raise in one's mind a feeling of terror due to its being very solitary
- ଦେ. କ୍ରି — କୁକୁର ପରି କାମୁଡ଼ି ମିଶିବାକୁ ଖେଙ୍କାରି ହେବା — To yelp like a dog setting on its prey