ଖାଇହଗୁରା Khāihagurā

  • ଦେ. ବିଣ. ପୁଂ. — ଖାଇସାରି ଝାଡ଼ା ଫେରିଯିବା ଯେଉଁ ବ୍ଯକ୍ତିର ଅଭ୍ୟାସ — Having the habit of easing one's self after meals
  • ଦେ. ବିଣ. ପୁଂ. — ଅକୃତଜ୍ଞ; ଯେଉଁ (ବ୍ଯକ୍ତି ଖାଇଲା ପତ୍ରରେ ହଗେ ଅର୍ଥାତ୍) ଉପକାରୀର ଅପକାର କରେ — Ungrateful