ଖାଇବିହାତ Khāibihāta

  • ଦେ. ବି. (ଯେଉଁ ହାତ ଦ୍ୱାରା ମନୁଷ୍ୟ ଖାଏ) — ଡାହାଣ ହାତ; ଦକ୍ଷିଣ ହସ୍ତ — Right hand
  • ଦେ. ବି. (ଯେଉଁ ହାତ ଦ୍ୱାରା ମନୁଷ୍ୟ ଖାଏ) — ଡେବିରିହାତରେ ଧନୁ, ଖାଇବିହାତରେ ଶର। ନୀଳକଣ୍ଠ ଦାଶ. ପିଲାଙ୍କ ରାମାୟଣ