ଖାଇ ଖାଇବା Khāi khāibā

  • ଦେ. କ୍ରି. — ଥରେ ପୂର୍ଣ୍ଣ ଭୋଜନ କରି ସାରି ଜୀର୍ଣ୍ଣ ନ ହେଉଣୁ ଅନତିବିଳମ୍ବରେ ପୁଣି ଖାଇବା; ଖାଇବା ଉପରେ ଫେର୍ ଖାଇବା — To take a meal immediatly after a full meal
  • ଦେ. କ୍ରି. — ଖାଇ ଶୋଇଲେ ବଢ଼ଇ ଆୟୁ, ଖାଇ ଚାଲିଲେ ବଢ଼ଇ ବାୟୁ। ଖାଇ ବସିଲେ ବଢ଼ଇ ପେଟ, ଖାଇ ଖାଇଲେ ଯମର ଭେଟ। ପ୍ରବଚନ।