ଖଷ Khasha

  • ସଂ. ବି. — ଖଶ (ଦେଖ) — Khaṡa (See)
  • ସଂ. ବି. — ବଶିଷ୍ଟ ବ୍ରାହ୍ମତେଜ ଜନିତ ଖଷ ଶକ—ନନ୍ଦେ-ଦା-ପ-ନା।
  • ବୈଦେ. ଫା. ପ୍ରାଦେ. (ସମ୍ବଲପୁର) ବି. (ତୁଳ. ହି. ଖସ୍ଖସ୍; ଫା. ଖସ୍; ବଂ. ଖସ୍ଖସ୍) — ବେଣା (ଦେଖ) — Beṇā (See)
  • ବୈଦେ. ଫା. ପ୍ରାଦେ. (ସମ୍ବଲପୁର) ବି. (ତୁଳ. ହି. ଖସ୍ଖସ୍; ଫା. ଖସ୍; ବଂ. ଖସ୍ଖସ୍) — ବେଣାଚେର — The root of Beṇā grass