ଖଳ Khaḻa
- ସଂ. ବି — (ଖଳ୍ ଧାତୁ=ସଂଗ୍ରହ କରିବା; ହାନି କରିବା+ ଅଧି. ଅ) ଧାନ୍ୟାଦିର ଖଳା — A threshing floor; grain-yard
- ସଂ. ବି — ଉଦୁଖଳ; ଔଷଧାଦି ମର୍ଦ୍ଦନ କରିବା ପାତ୍ର; ଖଲ — A mortar for pounding small things
- ସଂ. ବି — ଚକି — Mill
- ସଂ. ବି — (+କର୍ମ. ଅ) ତୈଳର ସିଠା ବା କାଣ୍ଟି; କଳ୍ମ — Dregs or sediment of oil etc
- ସଂ. ବି — ସ୍ଥାନ — Place; site
- ସଂ. ବି — ମୃର୍ତ୍ତିକା; ମାଟି — Earth; soil
- ସଂ. ବି — ମଳ — Impurities; dirt
- ସଂ. ବି — ଧୂଳିଗଦା — Heap of dust
- ସଂ. ବି — ଜଞ୍ଜାଳ; ଅଳିଆ — Complications; refuse matter
- ସଂ. ବି — ଯୁଦ୍ଧ — Contest; fight; battle
- ସଂ. ବି — ଦୁର୍ଜନ ବ୍ଯକ୍ତି — A villain; a wicked person
- ସଂ. ବି — (ଖ=ଆକାଶ+ଲୀ ଧାତୁ=ସଂଶ୍ଲିଷ୍ଟହେବା+କର୍ତ୍ତୃ. ଅ)— —ସୂର୍ଯ୍ୟ — The Sun