ଖଳବାଟିକା Khaḻabāṭikā

  • ସଂ. ବି. (ଖଳ=ଖଳା+ବାଟିକା) — ଖଳାବାଡ଼ି; ଶସ୍ୟାଦି ଫସଲ ଜମା କରି ଅମଳ କରିବା ନିମନ୍ତେ ବାଡ଼ ବୁଜା ଯାଇଥିବା ସ୍ଥାନ — Enclosed grain-yard