ଖଲ୍ଲିକୋଟ Khallikoṭa
- ଦେ. ବି. (ନାମ) — ଗଞ୍ଜାମ ଜିଲ୍ଲାର ଏକ ବୃହତ୍ ରାଜ୍ୟ — A big estate in Ganjam district
- ଦେ. ବି. (ନାମ) — [ଦ୍ର—ଏହା ପ୍ରାକୃତିକ ଉତ୍କଳର ଗୋଟିଏ କରଦ ଜମିଦାରୀ— ରାଜ୍ୟ। ରାଜବଂଶାବଳୀରୁ ଜଣାଯାଏ ଯେ ମହାରାଷ୍ଟ୍ର ଦେଶବାସୀ ଜନୈକ ସୂର୍ଯ୍ୟବଂଶୀୟ ରାଜକୁମାରଙ୍କ ଦ୍ୱାରା ଏ ରାଜ୍ୟ ସ୍ଥାପିତ ହୋଇଥିଲା। ଖଲ୍ଲି=ଶଳାକାସ୍ୟୂତ ଶାଳପତ୍ର+କୋଟ=ଦୁର୍ଗ; ଉକ୍ତ ରାଜ୍ୟ ଅନେକ ଗୁଡ଼ିଏ କ୍ଷୁଦ୍ରକ୍ଷୁଦ୍ର ରାଜ୍ୟର ସମବାୟରେ ଗଠିତ ହୋଇ— ଥିବାରୁ ଏହାର 'ଖଲ୍ଲିକୋଟ' ନାମ ହୋଇଅଛି। ପରେ ଆଠଗଡ଼ ରାଜ୍ୟକୁ ରାଜସ୍ୱ ବାକି ପାଇଁ ଗଭର୍ଣ୍ଣମେଣ୍ଟ ନିଲାମ କରିବାରେ ଖଲ୍ଲିକୋଟର ତଦାନୀନ୍ତନ ରାଜା ଏହାକୁ ନିଲାମରେ କିଣିବାରୁ ଏହା ଖଲ୍ଲିକୋଟ ରାଜ୍ୟ ସଙ୍ଗେ ମିଶିଅଛି। ଏଥିର କ୍ଷେତ୍ରଫଳ 500 ବର୍ଗ. ମାଇଲ; ଆୟ 6 ୳ ଲକ୍ଷ ଓ ପେଶ୍କସ୍ 1 ଲକ୍ଷ 15 ହଜାର ଟଙ୍କା]। — [ଦ୍ର—ଏହା ପ୍ରାକୃତିକ ଉତ୍କଳର ଗୋଟିଏ କରଦ ଜମିଦାରୀ— ରାଜ୍ୟ ରାଜବଂଶାବଳୀରୁ ଜଣାଯାଏ ଯେ ମହାରାଷ୍ଟ୍ର ଦେଶବାସୀ ଜନୈକ ସୂର୍ଯ୍ୟବଂଶୀୟ ରାଜକୁମାରଙ୍କ ଦ୍ୱାରା ଏ ରାଜ୍ୟ ସ୍ଥାପିତ ହୋଇଥିଲା ଖଲ୍ଲି=ଶଳାକାସ୍ୟୂତ ଶାଳପତ୍ର+କୋଟ=ଦୁର୍ଗ; ଉକ୍ତ ରାଜ୍ୟ ଅନେକ ଗୁଡ଼ିଏ କ୍ଷୁଦ୍ରକ୍ଷୁଦ୍ର ରାଜ୍ୟର ସମବାୟରେ ଗଠିତ ହୋଇ— ଥିବାରୁ ଏହାର 'ଖଲ୍ଲିକୋଟ' ନାମ ହୋଇଅଛି ପରେ ଆଠଗଡ଼ ରାଜ୍ୟକୁ ରାଜସ୍ୱ ବାକି ପାଇଁ ଗଭର୍ଣ୍ଣମେଣ୍ଟ ନିଲାମ କରିବାରେ ଖଲ୍ଲିକୋଟର ତଦାନୀନ୍ତନ ରାଜା ଏହାକୁ ନିଲାମରେ କିଣିବାରୁ ଏହା ଖଲ୍ଲିକୋଟ ରାଜ୍ୟ ସଙ୍ଗେ ମିଶିଅଛି ଏଥିର କ୍ଷେତ୍ରଫଳ500ବର୍ଗ. ମାଇଲ; ଆୟ6୳ ଲକ୍ଷ ଓ ପେଶ୍କସ୍1ଲକ୍ଷ15ହଜାର ଟଙ୍କା]