ଖଲଖଟିଆ Khalakhatiā

  • ପ୍ରାଦେ (ସିଂହଭୂମ ଓ ବଣାଇ) ବି — ବନଜାତ ଶାକବିଶେଷ — Ipomoea Quinata
  • ପ୍ରାଦେ (ସିଂହଭୂମ ଓ ବଣାଇ) ବି — [ଦ୍ର— ଏହାର ପତ୍ର ବାଳ ପରି ସରୁ ଓ ଲମ୍ବ; ଡଙ୍କ ଗୁଡ଼େଇ ଗୁଡ଼େଇ ହୋଇଥାଏ।]