ଖଲ Khala
- ସଂ. ବି (ଖଳ୍ ଧାତୁ+ ଅଧି ଅ) — ଔଷଧାଦି ବାଟିବା ପାଇଁ ବ୍ଯବହୃତ ପାତ୍ର ବିଶେଷ; ଖଲ୍ଲ — A mortar for pounding medicine
- ସଂ. ବି (ଖଳ୍ ଧାତୁ+ ଅଧି ଅ) — [ଦ୍ର— ଖାଲୁଆ ପାତ୍ରକୁ ଖଲ ଓ ଯେଉଁ ଲମ୍ବ ପ୍ରସ୍ତରଖଣ୍ଡଦ୍ୱାରା ତହିଁରେ ବଟାଯାଏ ତାହାକୁ ପୁଆ ବୋଲାଯାଏ।]
- ସଂ. ବି (ଖଳ୍ ଧାତୁ+ ଅଧି ଅ) — (ଫା. ଖୋଲୀ)—ବଣିଆମାନଙ୍କର ଏକ ଛାଞ୍ଚ; ଯାହା ସାହାଯ୍ୟରେ ବଣିଆମାନେ ଗୋଲ ଫମ୍ପା କଣ୍ଠି ଆଦି ତିଆରି କରନ୍ତି; ଠସା — A kind of goldsmith's mould