ଖଲଖଲ Khalakhala
- ଦେ. ଅ (ଧ୍ୱନ୍ୟନୁକରଣ; ତୁଳ. ସଂ. ଖଳ ଧାତୁ ସଞ୍ଚଳନ; ଗଳ ଧାତୁ=ପ୍ରଗଳ୍ଭତା) — ଉଚ୍ଚହାସ୍ୟଧ୍ୱନି — Sound of loud laughter
- ଦେ. ଅ (ଧ୍ୱନ୍ୟନୁକରଣ; ତୁଳ. ସଂ. ଖଳ ଧାତୁ ସଞ୍ଚଳନ; ଗଳ ଧାତୁ=ପ୍ରଗଳ୍ଭତା) — ଉଚ୍ଚହାସ୍ୟ ସହକାରେ — (laughing) Loudly
- ଦେ. ଅ (ଧ୍ୱନ୍ୟନୁକରଣ; ତୁଳ. ସଂ. ଖଳ ଧାତୁ ସଞ୍ଚଳନ; ଗଳ ଧାତୁ=ପ୍ରଗଳ୍ଭତା) — ଶୁଣି ହସିଲେ କଶ୍ୟପ ଋଷି ଖଲଖଲ—ପୀତାମ୍ବର. ନୃଷିହପୁରାଣ।
- ଦେ. ଅ (ଧ୍ୱନ୍ୟନୁକରଣ; ତୁଳ. ସଂ. ଖଳ ଧାତୁ ସଞ୍ଚଳନ; ଗଳ ଧାତୁ=ପ୍ରଗଳ୍ଭତା) — ପର୍ୟ୍ଯାପ୍ତ; ଅତ୍ୟଧିକ — Being in excess; abundant
- ଦେ. ଅ (ଧ୍ୱନ୍ୟନୁକରଣ; ତୁଳ. ସଂ. ଖଳ ଧାତୁ ସଞ୍ଚଳନ; ଗଳ ଧାତୁ=ପ୍ରଗଳ୍ଭତା) — (ଯଥା—ତା ପାଖରେ ଟଙ୍କା ଖଲଖଲ ହେଉଛି।)
- ଦେ. ଅ (ଧ୍ୱନ୍ୟନୁକରଣ; ତୁଳ. ସଂ. ଖଳ ଧାତୁ ସଞ୍ଚଳନ; ଗଳ ଧାତୁ=ପ୍ରଗଳ୍ଭତା) — (ପାଟି, ଜିଭ) କଥା କହିବାକୁ ଆଗ୍ରହନ୍ୱିତ; ଖଜବଜ — (tongue or mouth) Over-eager or restless to speak out
- ଦେ. ଅ (ଧ୍ୱନ୍ୟନୁକରଣ; ତୁଳ. ସଂ. ଖଳ ଧାତୁ ସଞ୍ଚଳନ; ଗଳ ଧାତୁ=ପ୍ରଗଳ୍ଭତା) — ଉଚ୍ଚ ବା ଅତିରିକ୍ତ (ହାସ୍ୟ) — Immoderate or loud (laughter)