ଖରଡ଼ି ହେବା Kharaṟḍ̠ hebā

  • ଦେ. କ୍ରି. — ସିଦ୍ଧ ହେବା — To be boiled
  • ଦେ. କ୍ରି. — ଦହଗଞ୍ଜ ହେବା — To be troubled
  • ଦେ. କ୍ରି. — (ଯଥା—ମୁଁ କଷ୍ଟରେ ଖରଡ଼ି ହେଲିଣି।)
  • ଦେ. କ୍ରି. — କଷ୍ଟଭୋଗ କରିବା — To undergo trouble