ଖର୍ବ କରିବା Kharba karibā

  • ଦେ. କ୍ରି. — (ଗର୍ବ) ଚୂର୍ଣ୍ଣ କରିବା; ଅପମାନ ଦେବା — To humiliate; to make one eat the humble pie
  • ଦେ. କ୍ରି. — କମାଇଦେବା; ହ୍ରାସ କରିବା — To diminish