ଖର୍ଜିକା Kharjikā

  • ସଂ. ବି (ଖର୍ଜ ଧାତୁ+ଅକ+ସ୍ତ୍ରୀ. ଆ) — କଣ୍ଡୂ; କାଛୁ — Itches
  • ସଂ. ବି (ଖର୍ଜ ଧାତୁ+ଅକ+ସ୍ତ୍ରୀ. ଆ) — ଗରମି ବେମାରି — Syphilis
  • ସଂ. ବି (ଖର୍ଜ ଧାତୁ+ଅକ+ସ୍ତ୍ରୀ. ଆ) — ରୁଚିବା — Relish