ଖର୍ଜ (ଧାତୁ) Kharja (root)

  • ସଂ — କୁଣ୍ଡେଇହେବା — To itch
  • ସଂ — ସଫାକରିବା — To cleanse
  • ସଂ — ପୂଜାକରିବା — To worship
  • ସଂ — କଟକଟ ଶବ୍ଦ କରିବା — To creak
  • ସଂ — କଷ୍ଟଦେବା — To pain; to make uneasy (Apte)