ଖରୋଷ୍ଟ୍ରୀ Kharoshṭrī

  • ସଂ. ବି — ଅଶୋକଙ୍କ ରାଜତ୍ୱ ସମୟରେ ଭାରତର ପଶ୍ଚିମୋତ୍ତର ସୀମାରେ ଚଳୁଥିବା ଲିପିବିଶେଷ — Name of a script prevalent in the North-western frontier of India during the reign of Emperor Asoka
  • ସଂ. ବି — [ଦ୍ର—ଏ ଲିପି ଫାରସୀ ପରି ଡାହାଣରୁ ବାଁଆଁକୁ ଲେଖା— ଯାଉଥିଲା। ଏହାକୁ ଗାନ୍ଧାରଲିପି ମଧ୍ୟ କହନ୍ତି।]