ଖରିଫୋଟକା Khariphoṭakā

  • ଦେ. ବି — ଗୋରୁଙ୍କ ଖୁରାସନ୍ଧିରେ ବାହାରିବା ଫୋଟକା ପରି ବ୍ରଣବିଶେଷ — An eruption in the hoofs of cattle
  • ଦେ. ବି — [ଦ୍ର—ଏ ବ୍ରଣ ବାହାରିଲେ ଗୋରୁଙ୍କୁ 2 ୳ ଦିନ ଜର ହୁଏ। ତା ପରେ ଜର ଛାଡ଼ିଯାଏ ଓ ବ୍ରଣ ଭଲ ହୋଇଯାଏ।] — [ଦ୍ର—ଏ ବ୍ରଣ ବାହାରିଲେ ଗୋରୁଙ୍କୁ2୳ ଦିନ ଜର ହୁଏ ତା ପରେ ଜର ଛାଡ଼ିଯାଏ ଓ ବ୍ରଣ ଭଲ ହୋଇଯାଏ]