ଖରାବେଠି Kharābeṭhi

  • ପ୍ରାଦେ. (ଗଡ଼ଜାତ) ବି. — ଖୋଦ୍ ରାଜାଙ୍କର, ସରକାରୀ ଓ ଛପରବନ୍ଦି କାର୍ଯ୍ୟ (ଯାହା କି ବିନା ପାରିଶ୍ରମିକରେ ବା ନାମମାତ୍ର ପାରିଶ୍ରମିକ ନେଇ ପ୍ରଜାମାନେ ପ୍ରତିବର୍ଷ ଖରାଦିନେ ସଂପାଦନ କରନ୍ତି) — Impressed labour consisting of thatching and building houses for the Raja and his officers in summer season