ଖରି Khari
- ଦେ. ବି. (ସଂ.ଖଡ଼ୀ) — ଏକଜାତୀୟ ଲମ୍ବ ତୃଣ — A kind of long grass used in thatching; Saccharum Fuscum
- ଦେ. ବି. (ସଂ.ଖଡ଼ୀ) — କରମକୁ ଆଦରି ହେଲି ମୁ ଏତେ ସରି, ପୋତିଲି ଆଖୁଚାରା ବଢ଼ି ହୋଇଲା ଖରି। ଭିକାରିଚରଣ. ଗୀତଲହରୀ।
- ଦେ. ବି. (ସଂ.ଖଡ଼ୀ) — [ଦ୍ର—ଏହା ବଡ଼ ଟାଆଁଶା; ଏଥିରେ ଘର ଛାଆଣି କରାଯାଏ; ଏହାର ଗଛ ଓ ପତ୍ର ଆଖୁଗଛ ଓ ପତ୍ରପରି; କିନ୍ତୁ ସରୁଆ।]
- ଦେ. ବିଣ. — ଖରାସମ୍ବନ୍ଧୀୟ — Relating to sun's rays
- ଦେ. ବିଣ. — ଖରାଦିନିଆ — Of the summer
- ପ୍ରାଦେ. (ସମ୍ବଲପୁର) ବି. — ଧାନହଳାର ଗଦା — Heap of paddy-sheaves
- ବୈଦେ. ବିଣ.— (ଆ. ଖରିଫ୍) — ହୈମନ୍ତିକ (ଶସ୍ୟ) — (grains) Growing in winter
- ବୈଦେ. ବିଣ.— (ଆ. ଖରିଫ୍) — [ଦ୍ର—ଖରିଫସଲ ଯଥା—ଶାରଦଧାନ, ବାଜରା, ମୁଗ, ହରଡ଼ ଆଦି ଫସଲ।]