ଖରାତୋଡ଼ି Kharātoṟḍ̠i

  • ପ୍ରାଦେ. (ବାଲେଶ୍ୱର) ବି — ପାଣି ଶୁଖିଯିବାରୁ କେବଳ କାଦୁଅ ବା ପଙ୍କ ଭିତରେ ବଞ୍ଚି ରହିଥିବା ତୋଡ଼ି ମାଛ — A kind of fish subsisting inside clay after water dries up in summer