ଖରାଖିଆ Kharākhiā

  • ଦେ. ବିଣ — ଅନାବୃତ ସ୍ଥାନରେ ରହିଥିବା ଯୋଗୁଁ ଯାହା ଉପରେ ସର୍ବଦା ସୂର୍ଯ୍ୟକିରଣ ପଡ଼ୁଥାଏ; ଫୁଙ୍ଗା — Always exposed to the rays of the sun; directly under the rays of the sun
  • ଦେ. ବିଣ — (ଯଥା—ଖରାଖିଆ ମହାଦେବ।)