ଖରାଟି Kharāṭi

  • ଦେ. ବିଣ — ଗ୍ରୀଷ୍ମକାଳୀନ; ଖରୋଟି — Happening in or produced in the summer
  • ଦେ. ବିଣ — ଯେଉଁ ସ୍ଥାନରେ ଅଧିକାଂଶ ସମୟ ଖରା ପଡ଼େ; ଅନାବୃତ — Sunny; exposed to the direct rays of the sun