ଖରା ଖାଇବା Kharā khāibā

  • ଦେ. କ୍ରି — (ନିର୍ଜୀବ ପଦାର୍ଥ) ସୂର୍ଯ୍ୟଉତ୍ତାପଦ୍ୱାରା ତପ୍ତ ହେବା — (any thing) To lie in the sun
  • ଦେ. କ୍ରି — (ଯଥା—ପାଟଲୁଗାଯାକ ଭୋଦେଇ ଖରା ଖାଉଛି।)