ଖରା କାଟିବା Kharā kāṭibā

  • ଦେ. ବି — ଖରାର ତେଜ ଶରୀରକୁ କ୍ଳେଶ ଦେବା — The feeling of discomfort due to the sun's rays scorching the body
  • ଦେ. ବି — କାଟିବାଯାଏଁ ଖରା ପିଠିକି ତାହାଙ୍କର—କୃଷ୍ଣସିଂହ. ମହାଭାରତ. ଆଦି।