ଖରସ୍ରୋତା Kharasrotā

  • ସଂ. ବିଣ. (ବହୁବ୍ରୀହି; ଖର+ସ୍ରୋତସ୍. 1 ମା. 1 ବ.) — ପ୍ରଖର ସୁଅ ଥିବା (ନଦୀ) — (river) Having a swift current
  • ଦେ. ବି. (ନାମ) — ଖରସୁଆ 1 (ଦେଖ) — ଖରସୁଆ1(ଦେଖ)Kharasuā.1 (See)