ଖରଶୋଧା Kharaṡodhā

  • ଦେ. ବି — ଖରସଦା (ଦେଖ) — Kharasadā (See)
  • ଦେ. ବି — ଦେଉଳ ଖରଶୋଧାପଣେ ଶାଢ଼ୀ ଯେ ଦେବୁ ତୁ ଆପଣେ—ରାମଦାସ. ଦାର୍ଢ୍ୟତାଭକ୍ତି।