ଖରଜନ୍ତୁ Kharajantu

  • ଦେ. ବି (ସଂ. ଖର=ଉଗ୍ର; ଉତ୍କଟ+ଜନ୍ତୁ) — ବିଷାକ୍ତ ସର୍ପ — (an euphemism) Poisonous serpent
  • ଦେ. ବି (ସଂ. ଖର=ଉଗ୍ର; ଉତ୍କଟ+ଜନ୍ତୁ) — [ଦ୍ର—ସାପର ନାମ ଉଚ୍ଚାରଣ କରିବା ଅଶୁଭସୂଚକ ବୋଲି ଲୋକେ 'ସାପ' ନ କହି 'ଖରଜନ୍ତୁ' 'ଲମ୍ବଜନ୍ତୁ' 'ଲଅ' ଆଦି ଶବ୍ଦ ବ୍ଯବହାର କରନ୍ତି; ଏହିପରି 'ସାପ କାମୁଡ଼ିବା' ନ କହି ଲୋକେ 'ଲଛ ଛୁଇଁବା କହନ୍ତି'।]