ଖରଚ ପଡ଼ିବା Kharacha paṟḍ̠ibā
- ଦେ. କ୍ରି — (ଏତେ ଧନ) ବାଧ୍ୟ ହୋଇ ଖରଚ ହେବା — (a sum of money) To be necessarily spent
- ଦେ. କ୍ରି — (ଯଥା—ଏ ମକଦ୍ଦମାର ନକଲ ଆଣିବାକୁ ଟ 3 ଖରଚ ପଡ଼ିଲା।) — (ଯଥା—ଏ ମକଦ୍ଦମାର ନକଲ ଆଣିବାକୁ ଟ3ଖରଚ ପଡ଼ିଲା)
- ଦେ. କ୍ରି — (ଏତେ ଧନ) ବ୍ଯୟିତ ହେଲା ବୋଲି ହିସାବରେ ଲେଖାଯିବା — (a sum of money) To be entered. or shown in accounts as spent
- ଦେ. କ୍ରି — (ଏତେ ଧନ) ବ୍ଯୟିତ ହେବାପାଇଁ ଲୋଡ଼ା ହେବା — (a sum of money) To be required to be spent