ଖରଚ ପକାଇବା Kharacha pakāibā

  • ଦେ. କ୍ରି — କୌଣସି ଧନ ହିସାବ ବହିରେ ବ୍ଯୟ ଘରେ ଲେଖିବା; କୌଣସି ଅର୍ଥ ବ୍ଯୟିତ ହୋଇଅଛି ବୋଲି ହିସାବରେ ଦେଖାଇବା — To enter a sum under the heading of expense in the accounts