ଖମ୍ବିରା Khambirā

  • ବୈଦେ. ବିଣ. (ଆ. ଖମୀର୍=ବାସି ହୋଇ ସଢ଼ିଥିବା ଅଟାର ପୁଠଉ; ବାସି ପିଠଉ; ଏଥିରେ ପିଠା କଲେ ପିଠା ଫୁଲେ) — ବାସି ପିଠଉରେ ତିଆରି ହୋଇ ଫୁଳିଥିବା (ପିଠା ବା ରୁଟି) — (cake) made from fermented dough
  • ବୈଦେ. ବିଣ. (ଆ. ଖମୀର୍=ବାସି ହୋଇ ସଢ଼ିଥିବା ଅଟାର ପୁଠଉ; ବାସି ପିଠଉ; ଏଥିରେ ପିଠା କଲେ ପିଠା ଫୁଲେ) — ପଣସ, ସପୁରି ଆଦିକୁ ସଢ଼ାଇ ତାହା ସୁବାସ ନିମନ୍ତେ ମିଶା ଯାଇଥିବା (ଗୁଡ଼ାଖୁ) — (tobacco-mixture) Scented by the mixture of fermented fruits
  • ବୈଦେ. ବିଣ. (ଆ. ଖମୀର୍=ବାସି ହୋଇ ସଢ଼ିଥିବା ଅଟାର ପୁଠଉ; ବାସି ପିଠଉ; ଏଥିରେ ପିଠା କଲେ ପିଠା ଫୁଲେ) — ଚିନିରସ ବା ସୀରାରେ ପାଗ କରା ଯାଇଥିବା (ଫଳଆଦି) — (preserved fruits) Seasoned with syrup