ଖମ୍ବଆଳୁ Khambaāḻu

  • ଦେ. ବି (ସଂ. ସ୍ତମ୍ଭାଳୁ) — ଲମ୍ବ ଆକୃତି ବିଶିଷ୍ଟ ଆଳୁ ବିଶେଷ — The long yam; Dioscorea Alata
  • ଦେ. ବି (ସଂ. ସ୍ତମ୍ଭାଳୁ) — [ଦ୍ର—ଏହା ମାଟିର ତଳେ ଲତାର ମୂଳରେ ଜନ୍ମେ।]