ଖମାରି Khamāri

  • ଦେ. ବି — ଜମିଦାରଙ୍କ ଖମାରର ଭାର ଯେଉଁ ଚାକର ଉପରେ ଥାଏ; ଖମାରୋଇ — The servant in charge of the granary
  • ଦେ. ବି — ଯେଉଁ ଚାକର ଜମିଦାର ଓ ମହାଜନଙ୍କ ଚାଷ ଓ ମହାଜନି ବାବତ୍ ଧାନ ଦେବାନେବା ଆଦି କରେ — The servant in charge of cultivation and paddy investment