ଖମଧ୍ୟବିନ୍ଦୁ Khamadhyabindu

  • ସଂ. ବି. ( 6 ଷ୍ଠୀ ତତ୍; ଖ+ମଧ୍ୟ+ବିନ୍ଦୁ) — ମନୁଷ୍ୟର ମସ୍ତକ ପରି କଳ୍ପିତ ନଭୋବିନ୍ଦୁ; ମନୁଷ୍ୟ ଠିଆ ହେବା ସ୍ଥାନର ଠିକ୍ ମୁଣ୍ଡ ଉପରେ ଥିବା ଆକାଶର ବିନ୍ଦୁ — Zenith