ଖମାର Khamāra

  • ଦେ. ବି (ତୁଳ. ସଂ. ଖଳ=ଖଳା) — ଧାନ୍ୟାଦି ସଞ୍ଚୟ କରିବା ସ୍ଥାନ — Granary
  • ଦେ. ବି (ତୁଳ. ସଂ. ଖଳ=ଖଳା) — ଚାଷଘର — Barn
  • ଦେ. ବି (ତୁଳ. ସଂ. ଖଳ=ଖଳା) — ଚାଷ ଧାନ ଓ ଫସଲ ଆଦି ରଖିବା ସ୍ଥାନ — A place for storing agriculture produce
  • ଦେ. ବି (ତୁଳ. ସଂ. ଖଳ=ଖଳା) — ଖମାରଚାଷ (ଦେଖ) — Khamārachāsha (See)