ଖବରଗୀରି Khabaragīri
- ବୈଦେ. ବି. (ଫା) — ସଂବାଦଦାତାର କର୍ମ — The act of supplying news
- ବୈଦେ. ବି. (ଫା) — ତତ୍ତ୍ୱାବଧାରଣ — Supervision
- ବୈଦେ. ବି. (ଫା) — ଗୋଇନ୍ଦାଗିରି — The state of being an informer
- ବୈଦେ. ବି. (ଫା) — ସହାନୁଭୂତି ଓ ସହାୟତା (ହି. ଶବ୍ଦସାଗର) — Sympathy and help