ଖବର କରିବା Khabara karibā
- ଦେ. କ୍ରି. — ଅନ୍ୟର ପ୍ରେରିତ ସଂବାଦକୁ ପ୍ରକାଶ କରିବା — To publish or convey news
- ଦେ. କ୍ରି. — (ଭଣ୍ଡାରୀ) ଏକ ଗ୍ରାମର ମୃତ୍ୟୁ ସଂବାଦ ଅନ୍ଯ ଗ୍ରାମର ବନ୍ଧୁମାନଙ୍କ ନିକଟରେ ପହଁଞ୍ଚାଇବା — (a barber) To convey a death-news to the relations staying at a distant place